ଓଲିଉଡ ଅଭିନେତ୍ରୀ ସସ୍ମିତା ପ୍ରଧାନ । ଅଭିନୟ ସହ ବହି ପଢିବାରେ ବି ବେଶ୍ ରୁଚି ରଖନ୍ତି ସେ । ସାହିତ୍ୟ ସହ ସେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଜଡିତ । ଆଜି ଜାଣିବା ସାହିତ୍ୟକୁ ନେଇ ତାଙ୍କ ଅନୁଭୂତି । ନିକଟରେ ସେ କେଉଁ ବହି ପଢିଛନ୍ତି ? ସେହି ବହିକୁ ନେଇ ତାଙ୍କର ମତାମତ କଣ ? ତାଙ୍କ ପ୍ରିୟ ବହିଟି କଣ ଓ ପ୍ରିୟ ଲେଖକ କିଏ ?

source